Oriya 1

  • ㆍISBN : 898314663X
  • ㆍPages : 372

ଆପଣ ପ୍ରକୃତରେ ଜଳ ଓ ଆତ୍ମାରେ ନୂତନ ଜନ୍ମ ପ୍ରାପ୍ତ ଅଟନ୍ତି କି?

Paul C. Jong

ଇବଲ ଶିକ୍ଷା ଭିତ୍ତିକ "ଜଳ ଓ ଆତ୍ମାଙ୍କ ସୁସମାଚାର'ର ପ୍ରଚାର ନିମନ୍ତେ ଏହି ପୁସ୍ତକ ଆମ ସମୟର ପ୍ରଥମ ପୁସ୍ତକ ଅଟେ ।
ଆପଣମାନଙ୍କ ମଧ୍ୟରୁ ଅନେକେ ଜଳ ଓ ଆତ୍ମାଙ୍କ ସୁସମାଚାରରେ ନୂତନ ଜନ୍ମ ପ୍ରାପ୍ତ ହେବା ସୁସମାଚାର ବିଷୟରେ ଅଧିକ ଜାଣି ନ ଥିବେ । ସେଥି ନିମନ୍ତେ ମୁଁ ପ୍ରତ୍ୟେକ ପ୍ରସଙ୍ଗରେ ଯୀଶୁଙ୍କର ବାପ୍ତିସ୍ମ ଓ ତାହାଙ୍କ କ୍ରୁଶ ବିଷୟରେ ବିଶେଷ ଧ୍ୟାନ ଦେଇଛି ଓ ଏହି ବିଷୟରେ ବ୍ୟଖ୍ୟା କରିଛି ।
ଯଦି ଯୀଶୁଙ୍କର ବାପ୍ତିସ୍ମ ନ ଥାଆନ୍ତା, ତାହାହେଲେ ତାହାଙ୍କର କ୍ରୁଶ ଆମ ନିମନ୍ତେ ଅର୍ଥ ହୀନ ହୁଅନ୍ତା । ଏହି ସମସ୍ତ କାରଣରୁ ମୁଁ ତାହାଙ୍କ ବାପ୍ତିସ୍ମ ବିଷୟରେ ବାରମ୍ୱାର କହିଛି । 
ମୋହର ଉଦ୍ଧେଶ୍ୟ ଏହି କି ଯଥା ସମ୍ଭବ ସମସ୍ତ ବିଷୟକୁ ମୁଁ ଆପଣଙ୍କ ନିମନ୍ତେ ଷ୍ପଷ୍ଟ କରିବାକୁ ଚାହେଁ । ଯାହାଦ୍ୱାରା ଆପଣ ଜଳ (ଯୀଶୁଙ୍କର ବାପ୍ତିସ୍ମ) ଓ ଆତ୍ମାର ସୁସମାଚାର ଦ୍ୱାରା ଆଶିର୍ବାଦ ପ୍ରାପ୍ତ କରିବେ । ସେଥିନିମନ୍ତେ ବାରମ୍ୱାର ମୁଁ ଏହି ବିଷୟରେ କହିବାକୁ ଚାହେଁ । 
ମୋହର ଗୋଟିଏ ଇଚ୍ଛା କି ଆପଣ ପାପରୁ ଉଦ୍ଧାର ପାଇବା ନିମନ୍ତେ ଯୀଶୁଙ୍କର ବାପ୍ତିସ୍ମ ଓ କ୍ରୁଶର ସୁସମାଚାରରେ ବିଶ୍ୱାସ କର । ମୁଁ ନିଶ୍ଚିତଭାବେ ଆପଣଙ୍କୁ ଆସ୍ୱାସନା ଦେଇ କହିବି କି ଏହି ପ୍ରସଙ୍ଗଗୁଡ଼ିକ ଆପଣଙ୍କୁ ନୂତନ ଜନ୍ମ ପ୍ରାପ୍ତ ହେବା ନିମନ୍ତେ ବିଶେଷ ସହାୟକ ହେବ ।
 

AUDIOBOOK
undefined
Due to COVID-19 and disruption to international mail service
we have temporally suspended our ‘Free Print Book service’.
In the light of this situation we are not able to mail you the books at this time.
Pray that this pandemic will end soon and the resumption of the postal service.